“୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି

କହିବା ବାହୁଲ୍ୟ ଯେ ୨୦୧୭ ବର୍ଷଟି ଓଡ଼ିଆ ସିନେମା ଜଗତ ପାଇଁ ଏକ ଉଲ୍ଲେଖନୀୟ ଓ ଉତ୍ସାହଜନକ ବର୍ଷ ହେବ, ଏହା ଏହାର ପ୍ରଥମାର୍ଦ୍ଧରୁ ହିଁ ଜଣାପଡ଼ୁଛି । ବର୍ଷର ଆରମ୍ଭରୁ ଜ...

କହିବା ବାହୁଲ୍ୟ ଯେ ୨୦୧୭ ବର୍ଷଟି ଓଡ଼ିଆ ସିନେମା ଜଗତ ପାଇଁ ଏକ ଉଲ୍ଲେଖନୀୟ ଓ ଉତ୍ସାହଜନକ ବର୍ଷ ହେବ, ଏହା ଏହାର ପ୍ରଥମାର୍ଦ୍ଧରୁ ହିଁ ଜଣାପଡ଼ୁଛି । ବର୍ଷର ଆରମ୍ଭରୁ ଜୁନ୍‌ମାସ ଶେଷ ମଧ୍ୟରେ ପ୍ରାୟତଃ ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ।

୨୦୧୭ ଜାନୁଆରୀ ମାସରେ ପ୍ରଥମ  ଦିନରେ ଓଡିଆ ଛବି ଗଡ୍‌ଫାଦର, ନିଝୁମ ରାତିର ସାଥୀ, ଏବୋଂ  ତା ପରେ କ୍ରମାଗତ ଭାବରେ ଦିଲ୍‌ ଦିଓ୍ଵାନା ହୋଇଗଲା ଓ ତୁମକୁ ଦେଖିଲା ପରେ, ଫେବୃଆରି ମାସରେ ଦିଲ୍‌କା ରାଜା, କଥା ହେଲି ମଥା ଛୁଇଁ, ମାର୍ଚ୍ଚରେ ଦି ଏଣ୍ଡ, ଆଖି ଖୋଲିଲେ ତୁ ହି ତୁ ଏବଂ ସୀତାରାମଙ୍କ ବାହାଘର କଳିଯୁଗରେ, ଏପ୍ରିଲ ମାସରେ ତୁମୋ’ ଲଭ୍ ଷ୍ଟୋରି,ଟିକେ ଖରା ଟିକେ ଛାଇ,ଏବଂ ଟପୋରି ,ମଇମାସରେ ତୁଳସୀ ଅପା, ଭକ୍ତ ଓ ଭଗବାନ ଏବଂ ମିଠା ମିଠା ଆଦି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା ।

ଅପରପକ୍ଷରେ ଜୁନ ମାସରେ ମାତ୍ର ଦୁଇଟି  ଓଡ଼ିଆ ଛବି ପରଦାକୁ ଆସିଥିଲା ସିଷ୍ଟର ଶ୍ରୀଦେବୀ ଏବଂ ଅଭୟ । ପ୍ରଥମଟି ନିର୍ଦ୍ଦେଶନା ଅଶୋକ ପତି ଦେଇଥିଲେ ଏବଂ ଏଥିରେ ବାବୁଶାନ୍‌, ଶିବାନୀ, ମିହିର ଦାସ, ଅପରାଜିତା, ଚୌଧୁରୀ ଜୟ ପ୍ରକାଶ ଦାଶ ଓ ସଲିଳ ମିତ୍ର ପ୍ରମୁଖ ଅଭିନୟ କରିଥିଲେ । ଅନ୍ୟପକ୍ଷରେ ଦ୍ୱିତୀୟଟିରେ ଅନୁଭବ, ଏଲିନା ସାମନ୍ତରାୟ, ମିହିରି ଦାସ , ମନୋଜ ମିଶ୍ର ଓ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ ।

ଓଡିଆ ଚୂଳବୁଲି ନାୟିକା ବର୍ଷ ପ୍ରିୟଦର୍ଶିନୀ ଏବୋଂ ଅରିନ୍ଦମ ରୟ ଙ୍କ ଯୋଡି ଆଣୂଛି ଆଉ ଏକ ନୂଆ ସିନେମା ରୋମିଓ ଜୁଲିଏଟ। ଏଠି ସହିତ ଅମ୍ଳାନ ଙ୍କ ସପନର ପଥେ ପଥେ, ଏଲିନା ଙ୍କ ମୁଁ ଖାନ୍ଟୀ ଓଡିଆ ଝିଅ, ସିନ୍ଧାନ୍ତ ଙ୍କ ଭାଇ, ନିର୍ଦେଶକ ରାଜୀବ ମହାନ୍ତି ଙ୍କ ଏମିତି ବି ହେଇପାରେ, ଉଦୟନ ଅପରାଜିତ ଙ୍କ ବାଦମାସ ଟୋକା  ଏବୋଂ ଅନୁଭା ସୌରୟା ଙ୍କ ବଜରଙ୍ଗୀ ଆଦି ସିନେମା ମଧ୍ୟ ଏଥିରେ ସାମିଲ ହେବାକୁ ଯାଉଛି।
ଆହୁରି ବହୁତ ଗୁଡିଏ ଛବି ର ଶୁଟିଂ ଆରମ୍ଭ ହେଇଗଲାଣି। ଯେମିତିକି ଓଡିଆ ଛବି ତୋ ପ୍ରେମରେ ପଡିଲା ପରେ, ଶକ୍ତିତୁ ମୋ ହୀରୋଇଷ୍କ ୱାଲା ଲଭ ଇତ୍ୟାଦି।

୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି

COMMENTS

Name

enews,156,Latest,600,
ltr
item
EnewsOdia: “୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି
“୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭ ରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି
http://enewsodia.com/wp-content/uploads/2017/07/%E0%AD%A8%E0%AD%A6%E0%AD%A7%E0%AD%AD-%E0%AC%86%E0%AC%B0%E0%AC%AE%E0%AD%8D%E0%AC%AD-%E0%AC%B0%E0%AD%81-%E0%AC%86%E0%AC%9C%E0%AC%BF-%E0%AC%AF%E0%AC%BE%E0%AC%8F%E0%AD%A7%E0%AD%AD%E0%AC%9F%E0%AC%BF-%E0%AC%93%E0%AD%9C%E0%AC%BF%E0%AC%86-%E0%AC%9B%E0%AC%AC%E0%AC%BF-%E0%AC%AA%E0%AD%8D%E0%AC%B0%E0%AD%87%E0%AC%95%E0%AD%8D%E0%AC%B7%E0%AC%BE%E0%AC%B3%E0%AD%9F%E0%AC%B0%E0%AD%87-%E0%AC%AE%E0%AD%81%E0%AC%95%E0%AD%8D%E0%AC%A4%E0%AC%BF%E0%AC%B2%E0%AC%BE%E0%AC%AD-%E0%AC%95%E0%AC%B0%E0%AC%BF%E0%AC%9B%E0%AC%BF.jpg
EnewsOdia
https://enewsodiaofficial.blogspot.com/2017/07/is-locked.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/07/is-locked.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy